Information

Customer's  Grievance  Form (ଗ୍ରାହକଙ୍କ ଅଭିଯୋଗ ଫର୍ମ)     

 

 Click Here 

 

ଧ୍ୟାନ ଦିଅନ୍ତୁ କି ଏହି ଅଭିଯୋଗ ଗ୍ରହଣ ପ୍ରକ୍ରିୟା ଆମେ ଆପଣଙ୍କୁ ଆପଣଙ୍କ ସୁବିଧା ମୁତାବକ ଆଗାମୀ ସମୟରେ ସେବା ଯୋଗାଇବା ପାଇଁ ବେଶ ସହାୟକ ହେବ I ଆପଣଙ୍କ ଛୋଟ ଏକ ମତାମତ ଆପଣଙ୍କ ଅଞ୍ଚଳର ହିତ ସାଧନରେ ବହୁତ କାମରେ ଆସିବ l ତେଣୁ ଦୟାକରି ଆମକୁ ଏହି ଅଭିଯୋଗ ଫର୍ମରେ ଆସନ୍ତା ତା15-01-2025 ରିଖଠାରୁ ତା25-01-2025 ରିଖ ମଧ୍ୟରେ ଜଣାନ୍ତୁ l ଆମେ ତାହା ଏକ ସପ୍ତାହ ମଧ୍ୟରେ ସମାଧାନ କରିବାକୁ ଚେଷ୍ଟା କରିବୁ ଓ ଆବଶ୍ୟକ ସ୍ଥଳେ ଆପଣମାନଙ୍କ  ସୁବିଧା ପାଇଁ ଆପଣ ଦେଇଥିବା ସର୍ବାଧିକ ମତ ଅନୁଯାୟୀ ଉଚିତ ବିଚାରକୁ ନେଇ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ଗ୍ରହଣ କରିବାକୁ ଚେଷ୍ଟା କରିବୁ l

 


ସମସ୍ତଙ୍କୁ ଅନୁରୋଧ ଅଭିଯୋଗ ଫର୍ମକୁ ସଠିକ ପୂରଣ କରନ୍ତୁ ଏବଂ ସମସ୍ତେ ଫିଡବ୍ୟାକ ଦିଅନ୍ତୁ l